📞 +91 9583789855 📧 info@asmitatv.in
Asmita TV Logo

ରାଜ୍ୟ

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା

ହୁ ହୁ ହେଇ ଗ୍ୟାସ ସିଲିଣ୍ଡର ଦର ବଢୁଛି। କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ସିଲିଣ୍ଡର ଉପଲବ୍ଧ ଅଛି। କିନ୍ତୁ ଆଜି ଯୋଗାଣ ମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।୩ ମାସ ଭିତରେ ବଡ଼...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା

ହୁ ହୁ ହେଇ ଗ୍ୟାସ ସିଲିଣ୍ଡର ଦର ବଢୁଛି। କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ସିଲିଣ୍ଡର ଉପଲବ୍ଧ ଅଛି। କିନ୍ତୁ ଆଜି ଯୋଗାଣ ମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

୩ ମାସ ଭିତରେ ବଡ଼ ବଡ଼ ସହରରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣ ହେବ। ଗ୍ରାମାଞ୍ଚଳରେ ଜାରି ରହିବ ଏଲପିଜି ଗ୍ୟାସ। ଯେଉଁ ମାନଙ୍କର ପିଏନଜି ଅଛି ସେମାନଙ୍କୁ ଆଉ ଏଲପିଜି ମିଳିବ ନାହିଁ । ଏଲପିଜି ପାଇଁ ଇ-କେୱାଇସି କରାଯିବ । ସହରାଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ। ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍‌ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ସଚିବ ଏବଂ ତେଲ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଜଳ ଉପଯୋଗିତା ପାଇଁ ଚମ୍ପୁଆ ବ୍ଲକର ପଡୁଆ ପଞ୍ଚାୟତ ଜାତୀୟସ୍ତରରେ ସମ୍ମାନିତ

ରାଜ୍ୟ

ଜଳ ଉପଯୋଗିତା ପାଇଁ ଚମ୍ପୁଆ ବ୍ଲକର ପଡୁଆ ପଞ୍ଚାୟତ ଜାତୀୟସ୍ତରରେ ସମ୍ମାନିତ

ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡୁଆ ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା "ଜଳ-ପର୍ଯ୍ୟାପ୍ତ ପଞ୍ଚାୟତ" ବର୍ଗ ଅଧୀନରେ...

ବାଂଲାଦେଶୀଙ୍କ କବ୍ଜାରେ ଓଡ଼ିଶା

ରାଜ୍ୟ

ବାଂଲାଦେଶୀଙ୍କ କବ୍ଜାରେ ଓଡ଼ିଶା

ଓଡ଼ିଶାରେ ପୁରି ରହିଛନ୍ତି ବାଙ୍ଗଲାଦେଶୀ । ସହର ଠୁ ଗ୍ରାମ , ଗ୍ରାମ ଠୁ ସହର ସବୁ ଜାଗାରେ ବ୍ୟାପିଛନ୍ତି ବାଂଲାଦେଶୀ । ଏ କଥା ସ୍ୱୟଂ ସ୍ୱୀକାର...

OUSSSC ପାଇଁ ୭୨ଟି ନୂତନ ପଦବୀ

ରାଜ୍ୟ

OUSSSC ପାଇଁ ୭୨ଟି ନୂତନ ପଦବୀ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: OUSSSC ପାଇଁ ୭୨ଟି ନୂତନ ପଦବୀ। ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ ସଚିବ, ଅନୁ ସଚିବ ଅନ୍ତର୍ଭୁକ୍ତ।...

ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ

ରାଜ୍ୟ

ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବୈଶାଖୀ ପର୍ବରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ପର୍ବ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦ...

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଅସ୍ମିତା ଟିଭି ଲାଇଭି : ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂତନ ବର୍ଷ ସମସ୍ତ...

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜ୍ୟ

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ଅସ୍ମିତା ଟିଭି ଲାଇଭି : ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ରାଜନୀତି ଦ...

ଆଜି ରତ୍ନଭଣ୍ଡାର ଗଣତିର ତୃତୀୟ ଦିନ

ରାଜ୍ୟ

ଆଜି ରତ୍ନଭଣ୍ଡାର ଗଣତିର ତୃତୀୟ ଦିନ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ୮ ତାରିଖରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଗଣତି । ଆଜି ରତ୍ନଭଣ୍ଡାର ଗଣତିର ତୃତୀୟ ଦିନ । ରତ୍ନଭଣ୍ଡାର ତ...

ବନ୍ଦ ହେବ ଅଶ୍ଳୀଳ ଶବ୍ଦ

ରାଜ୍ୟ

ବନ୍ଦ ହେବ ଅଶ୍ଳୀଳ ଶବ୍ଦ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ସୋସିଆଲ ମିଡିଆ ବ୍ୟବହାରୀଙ୍କ ପାଇଁ ବଡ଼ ସୂଚନା। ମହଙ୍ଗା ପଡିବ ଅଶ୍ଳୀଳ ବା ଅପଶବ୍ଦ ବ୍ୟବହାର କରିବା । ସମସ୍ତ...

ମିଳୁନି ସିଲିଣ୍ଡର, ରୋଷେଇ ବନ୍ଦ

ରାଜ୍ୟ

ମିଳୁନି ସିଲିଣ୍ଡର, ରୋଷେଇ ବନ୍ଦ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: କେବେ ଟଳିବ ଗ୍ୟାସ ସଙ୍କଟ । ମିଳୁନି ସିଲିଣ୍ଡର, ରୋଷେଇ ବନ୍ଦ । ଗ୍ୟାସ ସଙ୍କଟ ପାଇଁ ଚିନ୍ତାରେ ଜନତା । ଯୁଦ୍...

ସୁନା ଦରରେ ୩,୯୮୦ ଟଙ୍କା ବୃଦ୍ଧି

ରାଜ୍ୟ

ସୁନା ଦରରେ ୩,୯୮୦ ଟଙ୍କା ବୃଦ୍ଧି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବିବାହ ଋତୁରେ ପୁଣି ବଢ଼ିଲା ସୁନା ଦର । କିପରି କିଣିବେ ସୁନା ଏହାକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ରାଜଧାନୀ...

ଲୁଟ୍‌ କରି ଅଏସ କରୁଥିଲେ ଦମ୍ପତି ; ଧରାପଡ଼ିଲେ ଚେନ୍‌ ଝାମ୍ପୁଥିବା ଲୁଟେରା ଗ୍ୟାଙ୍ଗ

ରାଜ୍ୟ

ଲୁଟ୍‌ କରି ଅଏସ କରୁଥିଲେ ଦମ୍ପତି ; ଧରାପଡ଼ିଲେ ଚେନ୍‌ ଝାମ୍ପୁଥିବା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ୧୦ ବର୍ଷ ଧରି କରୁଥିଲା ଚେନ୍‌ ଲୁଟୁ । ଏବେ ସାଜିଛି ପାନ ଦୋକାନୀ । ଅଭିଯୁକ୍ତ ରାକେଶ ରାଉତ ଏବଂ ତାଙ୍କ ପତ୍ନ...

ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ରାଜ୍ୟ

ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ବାଟି ବାଟି ସମ୍ପତ୍ତି ଥାଇ...

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବାଲେଶ୍ବର ପ୍ରଭାବ:  ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପରେ ପଡିଲା ତାଲା

ରାଜ୍ୟ

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବାଲେଶ୍ବର ପ୍ରଭାବ: ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପରେ ପଡିଲା ତାଲା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବାଲେଶ୍ବର ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ବରେ ପଡ଼ିଛି । ଭାରତରେ ଏଲ୍‌ପିଜି ସଙ୍କଟ ଦେ...

କିପରି କିଣିବେ ୫ କେଜି ଗ୍ୟାସ୍?

ରାଜ୍ୟ

କିପରି କିଣିବେ ୫ କେଜି ଗ୍ୟାସ୍?

ବଜାରରେ ପୁଣି ବିକ୍ରି ହେବ ୫ କେଜି ଗ୍ୟାସ୍ । ଏହାକୁ ନେଇ ସ୍ପଷ୍ଟୀକରଣ ରଖିଲେ ଖାଦ୍ୟ ଯୋଗାଣ ବିଭାଗ । ଶ୍ରମିକ, ଛାତ୍ରଛାତ୍ରୀ ID ଦେଖାଇ କିଣିପ...

ଶିଶୁବାଟିକାରେ ମିଶିବ ଅଙ୍ଗନବାଡ଼ି

ରାଜ୍ୟ

ଶିଶୁବାଟିକାରେ ମିଶିବ ଅଙ୍ଗନବାଡ଼ି

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଜିଠାରୁ ରାଜ୍ୟସ୍ତରୀୟ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ପାଳନ ହେଉଛି । ଭୁବନେଶ୍ବର ରାଜଭବନ ସରକାରୀ ଉଚ୍ଚ ପ୍ରାଥମି...

ସନ୍ଧ୍ୟା ୬ଟାରେ କ୍ୟାବିନେଟ ବୈଠକ

ରାଜ୍ୟ

ସନ୍ଧ୍ୟା ୬ଟାରେ କ୍ୟାବିନେଟ ବୈଠକ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ରାଜ୍ୟ

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ରାଜ୍ୟରେ ଧିରେ ଧିରେ ବଢିଚାଲିଛି ତାତିର ପ୍ରକୋପ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କ୍ଲାସ କରିବାକୁ ନିର୍ଦ୍...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ରାଜ୍ୟ

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ରାଜ୍ୟରେ ଧିରେ ଧିରେ ବଢିଚାଲିଛି ତାତିର ପ୍ରକୋପ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କ୍ଲାସ କରିବାକୁ ନିର୍ଦ୍...

ଓଡ଼ିଶା ଦିବସ ଅବସରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ରାଜ୍ୟ

ଓଡ଼ିଶା ଦିବସ ଅବସରରେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ଓଡ଼ିଶା ଦିବସ ଅବସରରେ ରାଜ୍ୟର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ସ୍ମରଣ କରାଯାଇଥିବା ବେଳେ ଓଡ଼ିଆ ଜାତିର ଗୌରବ ବରପୁତ୍ରମାନଙ୍କ ଅସା...

ଆଜିଠୁ ମିଳିବ E20 ପେଟ୍ରୋଲ

ରାଜ୍ୟ

ଆଜିଠୁ ମିଳିବ E20 ପେଟ୍ରୋଲ

ଆଜିଠୁ ମିଳିବ E20 ପେଟ୍ରୋଲ । ଏହାକୁ କେନ୍ଦ୍ର ସରକାର ଦ୍ୱାରା ବାଧ୍ୟତାମୂଳକ କରାଯାଇଛି । ତୈଳ ସଙ୍କଟ ଟାଳିବା ପାଇଁ E20 ପେଟ୍ରୋଲ ବିକ୍ରୀକୁ ଗ...

ଆରମ୍ଭ ହେଲା ଜନଗଣନା

ରାଜ୍ୟ

ଆରମ୍ଭ ହେଲା ଜନଗଣନା

ଆଜିଠୁ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ଜନଗଣନା । ଓଡ଼ିଶାର ପ୍ରଥମ ନାଗରିକଙ୍କଠାରୁ ଆରମ୍ଭ ହୋଇଛି ଜନଗଣନା। ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ବମ୍ପ...

ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି

ରାଜ୍ୟ

ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି

ଥାଳିରୁ ଅଣ୍ଡା ଗଲା କେଉଁଠି?ବର୍ଷକର ଅଣ୍ଡା ଖାଇଗଲେ କି ଅଙ୍ଗନୱାଡି ଦିଦି?ଉପାସରେ ଫେରୁଛନ୍ତି କୁନି କୁନି ଶିଶୁସରକାରୀ କାଗଜରେ ରହିଛି ଅଣ୍ଡାର...

ନିଲାମ ହେଲା ମରିଚ କୁଣ୍ଡ ପାଣି

ରାଜ୍ୟ

ନିଲାମ ହେଲା ମରିଚ କୁଣ୍ଡ ପାଣି

ନିଲାମ ହେଲା ମରିଚ କୁଣ୍ଡ ପାଣି। ଏଥର ମାତ୍ର ୭୦୦୧ ଟଙ୍କାରେ ପ୍ରଥମ ନିଲାମ ଘୋଷଣା କରାଯାଇଛି। ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍...

ଓଡ଼ିଶାକୁ ଘାରିଲା ଅଂଶୁଘାତ ଡର

ରାଜ୍ୟ

ଓଡ଼ିଶାକୁ ଘାରିଲା ଅଂଶୁଘାତ ଡର

ଓଡ଼ିଶାକୁ ଘାରିଲା ଅଂଶୁଘାତ ଡର। ଆଗକୁ ବଢିବ ତାତି,ଜାରି ହେଲା ସତର୍କତା। ଦିନର ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାର...

ଶେଷ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ

ରାଜ୍ୟ

ଶେଷ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ପ୍ରକଳ୍ପକୁ ଲାଗି ଚାଲୁ ବାକି ରହିଥିବା ଅନ୍ୟ କେତେକ କାମ ଚାଲୁ ରହିଛ...

ପୋଲିସକୁ ଗୁଳି!

ରାଜ୍ୟ

ପୋଲିସକୁ ଗୁଳି!

ଭଦ୍ରକରେ ଫୁଟିଲା ଗୁଳି । ଧାମନଗର ଅଧୀନ ଚୂଡ଼ାମଣି ଥାନା ଅଞ୍ଚଳର ଏକ ଶିବ ମନ୍ଦିର ପରିସରରେ ଫୁଟିଛି ଗୁଳି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ...

ମାଡିଆସୁଛି କାଳବୈଶାଖୀ

ରାଜ୍ୟ

ମାଡିଆସୁଛି କାଳବୈଶାଖୀ

ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି। ରାଜ୍ୟରେ ଆହୁରି ୨୪ ଘଣ୍ଟା ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହ...

୮ରୁ ରତ୍ନଭଣ୍ଡାର ଗଣତି

ରାଜ୍ୟ

୮ରୁ ରତ୍ନଭଣ୍ଡାର ଗଣତି

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ୮ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି । ଏ ନେଇ ଶ୍ରୀମନ...

ବିବାଦରେ  ଲେଖାଶ୍ରୀ

ରାଜ୍ୟ

ବିବାଦରେ ଲେଖାଶ୍ରୀ

ପୁଣି ବିବାଦରେ ଛନ୍ଦି ହେଲେ ବିଜେଡି ମହିଳା ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସଂସ୍କୃତି ଓ କ...

ମାଓ ମୁକ୍ତ ହେବ ଓଡ଼ିଶା

ରାଜ୍ୟ

ମାଓ ମୁକ୍ତ ହେବ ଓଡ଼ିଶା

ମାଓ ମୁକ୍ତ ହେବ ଓଡ଼ିଶା । ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରିବାକୁ କସରତ କରୁଛନ୍ତି ରାଜ୍ୟ ସରକାର । ଏଥି ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍...

ସଡ଼କ ଦୁର୍ଘଟଣାରେ ଗୁରୁତର ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର

ରାଜ୍ୟ

ସଡ଼କ ଦୁର୍ଘଟଣାରେ ଗୁରୁତର ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାରତ, କମିଶନରେଟ ପୋଲିସର ଅତିରିକ୍ତ ଆରକ୍ଷୀ ଉ...

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା

ରାଜ୍ୟ

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା

ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେ...

ଆନ୍ଦ୍ର ବନାଉଛି ମହୋତ୍ସବ

ରାଜ୍ୟ

ଆନ୍ଦ୍ର ବନାଉଛି ମହୋତ୍ସବ

ବଂଶଧାରା ଜଳ ବିବାଦରେ ନୂଆମୋଡ଼ । ଓଡ଼ିଶାକୁ ଲାଗିଛି ଶକ୍ତ ଝଟ୍‌କା । ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟ୍କା ଦେଇଥିବା ବେଳେ ଆନ୍ଧ୍ର ପାଇଁ ଲ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଖୁବଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସଓପି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏସଓପ...

ଆଉ ମିଳିବନି ଏଲପିଜି ଗ୍ୟାସ

ରାଜ୍ୟ

ଆଉ ମିଳିବନି ଏଲପିଜି ଗ୍ୟାସ

ଗ୍ୟାସ ସିଲିଣ୍ଡର ଦର ହୁ ହୁ ହେଇ ବଢୁଛି। କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟ...

ଥମୁନି ଗ୍ୟାସ୍ ଯନ୍ତ୍ରଣା, ଲୋକେ ଛଟପଟ ହେଉଛନ୍ତି ବୁକିଂ ପରେ ବି ମିଳୁନି ସିଲିଣ୍ଡର

ରାଜ୍ୟ

ଥମୁନି ଗ୍ୟାସ୍ ଯନ୍ତ୍ରଣା, ଲୋକେ ଛଟପଟ ହେଉଛନ୍ତି ବୁକିଂ ପରେ ବି ମିଳୁନି ସିଲିଣ୍ଡର

କେବେ ଥମିବ ଗ୍ୟାସ୍ ଯନ୍ତ୍ରଣା ? ସରକାର କହୁଛନ୍ତି ଗ୍ୟାସ୍ ପ୍ରଚୁର ପରିମାଣରେ ଅଛି, ତାପରେ ବି ମିଳୁନି ଗ୍ୟାସ୍ । ଏବେବି ଗ୍ୟାସ୍ ଯନ୍ତ୍ରଣାରେ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved