📞 +91 9583789855 📧 info@asmitatv.in
Asmita TV Logo

ସତର୍କ ରୁହ ଓଡିଶାବାସୀ : ଆନ୍ଧ୍ରରେ ୨ କୋଭିଡ୍ ଆକ୍ରାନ୍ତ ମୃତ
Jul 13, 2026

ସତର୍କ ରୁହ ଓଡିଶାବାସୀ : ଆନ୍ଧ୍ରରେ ୨ କୋଭିଡ୍ ଆକ୍ରାନ୍ତ ମୃତ

ପୁଣି ଫେରିଲା ମହାମାରୀ କୋରନା । ଓଡିଶାବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ସୂଚନାଯୋଗ୍ୟ ଯେ ଆନ୍ଧ୍ର ପ୍ରଦେଶରେ କୋଭିଡରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପରେ ସୀମାନ୍ତ ଓଡ଼ିଶାରେ ବି ହାଇ ଆଲର୍ଟ। ଆନ୍ଧ୍ର ସୀମାରେ ଥିବା ଓଡ଼ିଶାର ସମସ୍ତ ଜିଲ୍ଲାର ଉଊଗଙ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା କହିଛନ୍ତି।

ଆଗକୁ  ରଥଯାତ୍ରା ଆସୁଥିବାରୁ ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 


Author : Asmitatv liv Date: 2026-07-13

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved