📞 +91 9583789855 📧 info@asmitatv.in
Asmita TV Logo

କେଜି ରୁ ପିଜି ମାଗଣା ଶିକ୍ଷା ପାଇଁ ଆସିଲା SOP , ମନ୍ତ୍ରୀଙ୍କ ବଡ ଘୋଷଣା
Jul 14, 2026

କେଜି ରୁ ପିଜି ମାଗଣା ଶିକ୍ଷା ପାଇଁ ଆସିଲା SOP , ମନ୍ତ୍ରୀଙ୍କ ବଡ ଘୋଷଣା

କେଜି ରୁ ପିଜି ମାଗଣା ଶିକ୍ଷା ପାଇଁ ଆସିଲା SOP । ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ଆର୍ଥିକ ଅଭାବ କାରଣରୁ ରାଜ୍ୟର କୌଣସି ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାର ସୁବିଧା ମିଳିବ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

ଏସଓପିରେ କଣ ରହିବ ? 

ନୂଆ ଏସଓପିରେ କେଉଁମାନେ ଏହି ସୁବିଧା ପାଇବେ, କିପରି ଆବେଦନ କରିବେ ଓ କେଉଁ ସଂସ୍ଥା ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବ, ସେସବୁ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି, ଟଙ୍କାର ଅଭାବ ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନରେ ବାଧକ ନ ସାଜେ । 


Author : Asmitatv liv Date: 2026-07-14

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved