ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଶପଥ ନେଲେ ସମ୍ରାଟ। ବିହାରରେ ସମ୍ରାଟ ସରକାର। ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧରୀ। ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧରୀ।ଶପଥ ପାଠ କରାଇଲେ ରାଜ୍ୟପାଳ। ପାଟନା ଲୋକଭବନରେ ଶପଥଗ୍ରହଣ ସମାରୋହ ହେଲା। ନୀତିଶ ଯୁଗର ଅବସାନ ଘଟିଲା।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved