ଅସ୍ମିତା ଟିଭି ଲାଇଭି: ପୁଣିଥରେ ଆମେରିକା-ଇରାନ ଶାନ୍ତି କଥାବାର୍ତ୍ତା ସମ୍ଭାବନା। ଇସଲାମାବାଦରେ ହୋଇପାରେ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା। ଦ୍ଵିତୀୟ ବୈଠକ ଇରାନ ଉପରେ ନିର୍ଭର କରେ ବୋଲି କହିଲେ ଜେଡି ଭାନ୍ସ। ଚଳିତ ସପ୍ତାହ ଶେଷ ସୁଦ୍ଧା ହେବ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା। ପ୍ରଥମ ଆଲୋଚନାରେ ବାହାରି ପାରିଲାନି ଯୁଦ୍ଧ ସମାଧାନ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved