📞 +91 9583789855 📧 info@asmitatv.in
Asmita TV Logo

ଖରାରେ ଜଳିବ ଓଡ଼ିଶା
Apr 10, 2026

ଖରାରେ ଜଳିବ ଓଡ଼ିଶା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଭୟଙ୍କର କାଳବୈଶାଖୀ ତାଣ୍ଡବ ପରେ ପୁଣି ଜଳିବ ଓଡ଼ିଶା । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଗରମରେ ଜଳିବେ ରାଜ୍ୟବାସୀ । ଖରାକୁ ନେଇ ୱାର୍ଣ୍ଣିଂ ଜାରି । ଆସନ୍ତା ଶନିବାରଠୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ରାଜ୍ୟରେ ଆଜି ଓ କାଲି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ତେବେ ୧୧ ତାରିଖରୁ ଉପକୂଳ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ଖରା ଓ ଗରମ ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।


Author : Asmitatv Date: 2026-04-10

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved