📞 +91 9583789855 📧 info@asmitatv.in
Asmita TV Logo

କୂଆପଥର ବର୍ଷା ନେଇ ୨୦ ଜିଲ୍ଲାକୁ ୱାର୍ଣ୍ଣିଂ
Apr 07, 2026

କୂଆପଥର ବର୍ଷା ନେଇ ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରକୋପ । ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଅନ୍ୟପଟେ ଦିନ ସାରା ଟାଇଁ ଟାଇଁ ଖରାକୁ ଗରମ ଗୁଳୁଗୁଳି ଆଉ ସଞ୍ଜକୁ କଳାହାଣ୍ଡିଆ ମେଘ ଓ ସ୍ଥାନେସ୍ଥାନେ କାଚୁଛି କୁଆପଥର ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସ୍ଥିର ପାଣିପାଗ ଅନୁଭୂତ ହେବ। ବିଶେଷ କରି କୁଆପଥର ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।

Author : Asmitatv Date: 2026-04-07

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved