📞 +91 9583789855 📧 info@asmitatv.in
Asmita TV Logo

କୋଭିଡ-19ର ନୂଆ ରୂପ ସିକାଡା
Apr 12, 2026

କୋଭିଡ-19ର ନୂଆ ରୂପ ସିକାଡା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: କୋଭିଡ-19 ଯିବାପରେ ଏହାର ଆଉ ଏକ ନୂତନ ଭାରିଆଣ୍ଟ ମୁଣ୍ଡ ଟେକିଛି । ଏହାର ନାମ ହେଉଛି Cicada ଯାହାକୁ BA.3.2 ମଧ୍ୟ କୁହାଯାଏ । ଏଥିରେ ଗଳା ଯନ୍ତ୍ରଣା ସହିତ ନିରନ୍ତର ଶୁଖିଲା କାଶ ହେବା, ଥକ୍କାପଣ ଏବଂ ଦୁର୍ବଳତା ସହ ଉଚ୍ଚ ଜ୍ୱର ହେବା, ନିଶ୍ୱାସ ନେବାରେ କଷ୍ଟ କିମ୍ବା ଛାତିରେ ଭାରୀ ଅନୁଭବ ହେବା, ସ୍ୱାଦ ଏବଂ ଗନ୍ଧ ଚିହ୍ନିବାର କ୍ଷମତା ହରାଇବା, ପେଟ ଯନ୍ତ୍ରଣା କିମ୍ବା ବାନ୍ତି ଭଳି ଲକ୍ଷଣ ଦେଖାଯିବା, ନାକ ବନ୍ଦ ହେବା କିମ୍ବା ଅତ୍ୟଧିକ ଛିଙ୍କିବା ଭଳି ଅନେକ ଲକ୍ଷଣ ଦେଖିବାକୁ ମିଳେ । ଏହି ନୂତନ ଭାରିଆଣ୍ଟ ଏବେ ୨୩ରୁ ଅଧିକ ଦେଶରେ ବ୍ୟାପିସାରିଲାଣି । 

Author : Asmitatv live Date: 2026-04-12

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved